Jump to content

ବିଲାତି ଶାକସବଜୀ

ଉଇକିଅଭିଧାନ‌ରୁ

ବିଲାତି ଶାକସବଜୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବିଲାତି ଫସଲ, ବିଲାଇ(ଏ)ତି ଶାକସବଜୀ—ଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଶାକଜାତୀୟ ଫସଲମାନ ବିଦେଶରୁ ପ୍ରଥମେ ଏ ଦେଶକୁ ଆମଦାନି ହୋଇ ଆଜି କାଲି କୃଷି କରାଯାଉଅଛି — Vegetables and kitchen herbs introduced into India from foreign countries.

[ଦ୍ରଷ୍ଟବ୍ୟ —ଯଥା—କୋବି, ସାଲଗମ, ବୀଟ, ଆର୍ଟିଚୋକ]