ବିଲାତି ଶିଶୁ
ଶିଶୁ ଜାତୀୟ ବନ୍ୟ ବୃକ୍ଷବିଶେଷ —A kind of timber tree; Sapium Sebiferum; the Chinese Tallow tree.
[ଦ୍ରଷ୍ଟବ୍ୟ —ଏହା ଶିଶୁ ଗଛ ପରି Hainesଙ୍କ ମତରେ ଏହା ଆମେରିକାର ବୃକ୍ଷ]