ବିଲାତି ସାହିବ
ଦେଖଣା
ବିଲାତି ସାହିବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଲାତି ସାହିବ
|
(ଦେଶୀ ସାହେବ; ମାଟିଆପୁରୁଷ; ଫିରିଙ୍ଗୀ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅସଲ ଗୋରା ଲୋକ —A true Englishman or European; a white man.
[ଦ୍ରଷ୍ଟବ୍ୟ —ଯେଉଁ ସାହେବଙ୍କର ଜନ୍ମ ବିଲାତରେ ଓ ଯାହାଙ୍କର ପିତାମାତା ମଧ୍ୟ ସାହେବ ସେମାନଙ୍କୁ ବିଲାତି ସାହେବ ବୋଲାଯାଏ]