Jump to content

ବିଲାତ ଫିରତ୍

ଉଇକିଅଭିଧାନ‌ରୁ

ବିଲାତ ଫିରତ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବିଲାଇ(ଏ)ତ୍ ଫି(ଫେ)ରତ୍(ତା, ନ୍ତା)—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଭାରତୀୟ ବ୍ୟକ୍ତି ବିଲାତ୍ ବା ଇଂଲଣ୍ଡରେ କିଛି କାଳ ରହିବା ପରେ ଦେଶକୁ ଫେରି ଆସିଛି — England-returned Indian.

ବୈଦେଶିକ - ବିଣ

[ସମ୍ପାଦନା]

ବିଲାତକୁ ଯାଇ ସେ ଦେଶରୁ ଫେରି ଆସିଥିବା — Returned from England.