Jump to content

ବିଲାବଳି

ଉଇକିଅଭିଧାନ‌ରୁ

ବିଲାବଳି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଲାବଳୀ)

[ସମ୍ପାଦନା]

ରାଗିଣୀବିଶେଷ —Name of a musical air.

[ଦ୍ରଷ୍ଟବ୍ୟ —ଏହା ମଲ୍ଲାର ରାଗର ରାଗିଣୀବିଶେଷ ଏହା କେଦାର ଓ କଲ୍ୟାଣ ରାଗର ମିଶ୍ରଣ ଅଟେ; ଏହା ଦୀପକ ରାଗର ପୁତ୍ର ଓ ଏହା ଗାଇବା ସମୟ ବଡ଼ିଭୋର; ହିନ୍ଦୀ - ଶ—ଯୋଗେଶ୍ଚନ୍ଦ୍ର]