ବିଲିଆର୍ଡ
ବିଲିଆର୍ଡ
ଉଚ୍ଚାରଣ
[ସମ୍ପାଦନା](ବିଲିଆଡ଼[ର୍ଡ] ଗେମ୍[ପ୍ଲେ]—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]
|
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ଛୋଟ ବଲ ଓ ଲମ୍ୱ ସରୁ ବାଡ଼ିଦ୍ୱାରା ଟେବ୍ଲ ଉପରେ ଖେଳାଯିବା ଏକ ପ୍ରକାର ବିଲାତୀ ଖେଳ —The game of billards.
[ ଦ୍ର—ସ୍ଳେଟ ବା ଶଙ୍ଖ— ମର୍ମର ପଥରର ଟେବଲ ଉପରେ ବନାତ କନା ମଡ଼ା ଯାଇଥାଏ; ଟେବଲର ଚାରିପାଖେ ରବର ଛୁଆଣି ବାଡ଼ ଥାଏ ଟେବଲର କୋଣରେ ଓ ଲମ୍ୱ ପାଖର ମଝିରେ ଗୋଟିଏ ଲେଖାଏଁ କଣା ଥାଏ ଓ ସେ କଣାରେ ଜାଲି ମୁଣି ଥାଏ କେନ୍ଦୁ ଫଳ ପରି ୨ ଇଞ୍ଚ ବ୍ୟାସବିଶିଷ୍ଟ ପେଣ୍ଡୁ (ବଲ୍)କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଟେବଲ ଉପରେ ରଖି ଖେଳାଳି ଧରିଥାବା ସରୁ ଲମ୍ୱ ଡାଙ୍ଗ (ଷ୍ଟିକ୍)ର ଅଗରେ ବଲ୍କୁ ଠେଲି ଗଡ଼ାଇବାକୁ ହୁଏ; ଯେପରି କି ଏକ ଖେଳାଳୀର ବଲ୍ ବିପକ୍ଷର ବଳକୁ ଆଘାତ କରି ଗୋଟିଏ ଗାତର ମୁଣିରେ ପଡ଼ିବ ଏହି ରୀତରେ ଓ ଖେଳ ହୁଏ
ଏହି ଶବ୍ଦ ସଙ୍ଗେ ଇଂରାଜି ଭାଷାରେ ବ୍ୟବହୃତ ଅନ୍ୟ ଇଂରାଜି ଶବ୍ଦସମନ୍ୱିତ ବାକ୍ୟମାନ ମଧ୍ୟ ଓଡ଼ିଆରେ ଚଳିଲାଣି, ଯଥା—ବିଲିଆଡ଼୍ ଟେବଲ—ବିଲିଆଡ଼ ଖେଳ ଯେଉଁ ଟେବଲ ଉପରେ ଖେଳାଯଏ —Billiard table. ବିଲିଆଡ଼୍ ବଲ—ବିଲିଆଡ଼୍ କେଳିବା ପେଣ୍ଡୁ —Billiard ball. ବିଲିଆଡ଼ ରୂମ—ବିଲିଆଡ଼ ଖେଳ ଯେଉଁ କୋଠିରେ ହୁଏ —Billiard room. ବିଲିଆଡ଼ ଷ୍ଟିକ—ଯେଉଁ ସରୁ ଲମ୍ୱ ବାଡ଼ିର ଅଗଦ୍ୱାରା ବିଲିଆଡ଼ ବଲକୁ ଠେଲାଯାଏ —Billiard stick.