ବିଲିବିଲି କରିବା
ଦେଖଣା
ବିଲିବିଲି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଲିବିଲି କରିବା
|
(ବିଲ୍ଲି ବିଲ୍ଲି କରିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଟିକିଟିକି କରି ଚିରିଦେବା — ୧. To tear into splinters or regs.
- ୨. ବିରାଡ଼ିଛୁଆଙ୍କୁ ମାଆ ଉପର୍ଯ୍ୟୁପରି ସ୍ଥାନାନ୍ତର କରିବା ପରି କୌଣସି ବସ୍ତୁକୁ ଉପର୍ଯ୍ୟୁପରି ସ୍ଥାନାନ୍ତର କରିବା — ୨. To remove a thing repeatedly from one place to another.