ବିଲିମ୍ୱି
ଦେଖଣା
ବିଲିମ୍ୱି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ମାଲକ୍କାଦ୍ୱୀପ ଭାଷା—ବିଲମ୍ୱା; ତୁଳନାକର ସଂସ୍କୃତ - ବିଲମ୍ୱିତ; ଏଥିର ଫଳମାନ ଡେମ୍ଫରୁ ଲମ୍ୱିଥାଏ)
[ସମ୍ପାଦନା]କରମଙ୍ଗାଜାତୀୟ ଛୋଟ ତରୁ —Averrhoa Bilimbi (tree)
[ଦ୍ରଷ୍ଟବ୍ୟ —ଏଥିର ଫଳ କରମଙ୍ଗା ଆକାରର; କିନ୍ତୁ ଫଳର କୋଣମାନ କରମଙ୍ଗା ପରି ଦାଢୁଆ ବା ଉଚ୍ଚ ନୁହେଁ ଫଳ କରମଙ୍ଗା ପରୁ ସ୍ୱାଦୁ ଗଛର ଗଣ୍ଡିରୁ ସରୁ ଡେମ୍ଫମାନ ବାହାରେ ଓ ପ୍ରତି ଡେମ୍ଫରେ ୮୧:ଟି ଫଳ ଲମ୍ୱିଥାଏ ଏ ଗଛର ଆଦିବାସ ମାଲକା ଦ୍ୱୀପରେ ଏହାକୁ ଭାରତର ଗଛସଉକିମାନେ ଆଣି ବଗିଚାରେ ଲଗାଇଅଛନ୍ତି—ଯୋଗେଶ୍ଚନ୍ଦ୍ର]