Jump to content

ବିଲି କରିବା

ଉଇକିଅଭିଧାନ‌ରୁ

ବିଲି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଲୟ)

[ସମ୍ପାଦନା]
୧. ବାଣ୍ଟିବା; ବଣ୍ଟନ କରିବା —୧. To distribute.
୨. (ଜମିକୁ) ପ୍ରଜାକୁ ପଟା ଦେବା —୨. To lease out land to a raiyat.
୩. କାର୍ଯ୍ୟଚାଳନର ଉପଯୁକ୍ତ ବ୍ୟବସ୍ଥା କରିବା — ୩. To make suitable arrangements for the conduct of a work.