Jump to content

ବିଲୀନ

ଉଇକିଅଭିଧାନ‌ରୁ

ବିଲୀନ

ଉଚ୍ଚାରଣ

[ସମ୍ପାଦନା]
(ବିଲୀନା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ବି+ଲୀ ଧାତୁ=ଲୟ ପ୍ରାପ୍ତ ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ଲୟପ୍ରାପ୍ତ —୧. Absorbed; dissolved.
୨. ବିନଷ୍ଟ —୨. Destroyed; perished.
୩. ଅନ୍ତର୍ହିତ; ଉଭେଇ ଯାଇଥିବା, ଅଦୃଶ୍ୟ ହୋଇଯିବା — ୩. Vanished; disappeared.
୪. ନିବିଷ୍ଟ — ୪. Engaged in; devoted to.
୫. ଦ୍ରବୀଭୂତ; ଗଳିତ; ତରଳି ଯାଇଥିବା —୫. Melted; molten.
୬. (କୌଣସି ପଦାର୍ଥ) ରାସାୟନିକ ପ୍ରକ୍ରିୟାଦ୍ୱାରା ଅନ୍ୟ ବସ୍ତୁ ମଧ୍ୟରେ ସମ୍ପୂର୍ଣ୍ଣରୂପେ ମିଶିଯିବା —୬. To be dissolved or absorbed by chemical process.
୭. କ୍ଷରିତ —୭. Oozed out.
୮. ମଗ୍ନ, ନିମଗ୍ନ —୮. Immersed.
୯. ମିଶ୍ରିତ —୯. Mixed with; blended with.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବିନାଶ —Destruction.

(ଉ—ବିଲୀନ କୃତେ କ୍ଷମ ରାମ ଅନୁଜ ଭୀମ ଆସିଣ ଆଗେ ତା ବିଶ୍ରାମ ଭଞ୍ଜ. ବୈଦେହୀଶବିଳାସ)