ବିଲୁଆ କଙ୍କଡ଼ା
ଦେଖଣା
ବିଲୁଆ କଙ୍କଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଲୁଆ କଙ୍କଡ଼ା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବର୍ଷାକାଳରେ ଯେଉଁ କଙ୍କଡ଼ାମାନେ ଧାନ ବିଲରେ ଗାତ କରି ରହନ୍ତି —Crabs frequenting paddy fields during the rains.
[ ଦ୍ର—ଏମାନେ ସାଧାରଣତଃ ପୋଖରୀରେ ଥାବା ମାଣ୍ଡିଆ କଙ୍କଡ଼ାଙ୍କଠାରୁ ଛୋଟ ଓ ଫଳା ଧଳା
ଧାନ କଟ ହେବା ପରେ ମଧ୍ୟ ଶୁଖିଲା ବିଲରେ ଗାତ ଖୋଳିଲେ ଏ କଙ୍କଡ଼ାମାନେ ମୃତ୍ତିକା ନିମ୍ନଦେଶରେ ଥିବାର ଦେଖାଯାନ୍ତି ]