ବିଲୁଆ ଦହି
ଦହିରେ ପକାଇ ସଢ଼ା ଯାଇଥିବା ବିଲୁଆର ମାଂସ; ଏହା ଏକ ପ୍ରକାର ବାତ ରୋଗର ଔଷଧ ରୂପେ ବ୍ୟବହୃତ ହୁଏ —Curd seasoned with the flesh of jackal and used as an antidote against a cute rheumatism.