Jump to content

ବିଲୁଆ ନନା

ଉଇକିଅଭିଧାନ‌ରୁ

ବିଲୁଆ ନନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ବିଲୁଆ ନାନୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

(ଶିଶୁ ଗୀତ) ବିଲୁଆ ପ୍ରତି ଶିଶୁମାନଙ୍କର ଆଦର ସମ୍ୱୋଧନ —(Nursery rhyme) A term of endearment addressed to the jackal by children.

(ଉ—ବିଲୁଆ ନନା ଘର ପୋଡ଼ି ଗଲା ପଛକୁ ଅନା—ଶିଶୁଗୀତ)