ବିଲୁଆ ବାହା
ଦେଖଣା
ବିଲୁଆ ବାହା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଲୁଆ ବାହା
|
ହବିଲୁଆ ବିଭା, ବିଲୁଆ ବିହା, ବିଲୁଆ ବେହା, ବିଲୁଆ ଭିଆଅନ୍ୟରୂପ
ଦେଶଜ - ବିଶେଷ୍ୟ - (ଶିଶୁ ଭାଷା)
[ସମ୍ପାଦନା]ବିଲୁଆ ନନା ଓ ବିଲୁଆ ନାନୀଙ୍କର କାଳ୍ପନିକ ବିବାହ ଉତ୍ସବ —The imaginary marriage festival of jackals which is assumed to be performed when there is a shower of rain while the sun is shining.
[ ଦ୍ର—ଖରା ପଡ଼ିଥିବା ସମୟରେ ବୃଷ୍ଟି ହେଲେ ବିଲୁଆ ନନା ବିଭା ହେଉଅଛି ବୋଲି ଶିଶୁମାନଙ୍କର ବିଶ୍ୱାସ ଏହା ସୂର୍ଯ୍ୟ ଯେଉଁଆଡ଼େ ବିରାଜିତ ଥାଆନ୍ତି, ତାହାର ବିପରୀତ ଦିଗରୁ ମେଘ ଘୋଟି ବର୍ଷା ହେବା ଅବସ୍ଥା ]