ବିଲୁଆ ମୂଷା
ଦେଖଣା
ବିଲୁଆ ମୂଷା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଲୁଆ ମୂଷା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ମୂଷାବିଶେଷ —Mouse frequenting paddy fields.
[ ଦ୍ର—ଏମାନେ ବିଲରେ ପାଚିଥିବା ଧାନ ଗଛରୁ ଧାନ ଅପହରଣ କରି ବିଲ ନିକଟରେ ଗାତ କରି ସେଠାରେ ରଖନ୍ତି ଗୋଟିଏ ଗୋଟିଅ ବିଲୁଆ ମୂଷାଙ୍କ ଗାତ ଖୋଳିଲେ ଗାତ ମଧ୍ୟରୁ ୫ ଗୌଣୀ ପର୍ଯ୍ୟନ୍ତ ଅପହୃତ ଧାନ ବାହାରିବାର ଦେଖା ଯାଇଅଛି ]