Jump to content

ବିଲୁଣ୍ଠନ

ଉଇକିଅଭିଧାନ‌ରୁ

ବିଲୁଣ୍ଠନ

ଉଚ୍ଚାରଣ

[ସମ୍ପାଦନା]

(ବିଲୁଣ୍ଠିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ବି+ଲୁଠ୍ ଧାତୁ+ଭାବ. ଅନ)

[ସମ୍ପାଦନା]

ଭୂମିରେ ଗଡ଼ିବା — Wallowing; rolling on the ground.