ବିଲୁପ୍ତ
ଦେଖଣା
ବିଲୁପ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+ଲୁପ୍ ଧାତୁ=ଲୋପ କରିବା+କର୍ମ. ତ)
[ସମ୍ପାଦନା]- ୧. ଲୋପ ପ୍ରାପ୍ତ —୧. Annihilated.
- ୨. ବିନଷ୍ଟ — ୨. Spoilt; destroyed.
- ୩. ଅନ୍ତର୍ହିତ; ତିରୋଭୂତ; ତିରୋହିତ —୩. Vanished; disappeared.
- ୪. ଲୁଣ୍ଠିତ —୪. Plundered; sacked.
- ୫. ଛିନ୍ନ — ୫. Cut off.
- ୬. ଆକ୍ରାନ୍ତ —୬. Invaded.
- ୭. ଗୃହୀତ —୭. Seized; taken away.