ବିଲେପନ
ଦେଖଣା
ବିଲେପନ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି—(ବି+ଲିପ୍ ଧାତୁ=ଲେପିବା+ଭାବ. ଅନ)
[ସମ୍ପାଦନା]- ୧. ଲେପିବା —୧. Plastering.
- ୨. (...+କରଣ. ଅନ) ଲେପନ ଦ୍ରବ୍ୟ —୨. A plaster; ointment paste.
- ୩. ଲେପନଯୋଗ୍ୟ ସୁଗନ୍ଧି ଦ୍ରବ୍ୟ —୩. Perfumery used for rubbing on the body
- ୪. (ବି+ଲିପ୍ ଧାତୁ+ଭାବ. ଅନ) ଦେହରେ ଚନ୍ଦନ କୁଙ୍କୁମାଦି ଲେପନ —୪. The act of besmearing the body with perfumes.