ବିଲେପୀ
ଦେଖଣା
ବିଲେପୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା]- ୧. ତଣ୍ଡୁଳର ଚାରି ଗୁଣ ଜଳରେ ତଣ୍ଡୁଳ ସିଦ୍ଧ କରି ଯେଉଁ ଯବାଗୁ ପ୍ରସ୍ତୁତ କରାଯାଏ (ଦ୍ରବ୍ୟ— ଗୁଣ. କଳ୍ପଦ୍ରୁମ) —୧. A gruel prepared by boiling rice with ୪ times its quantity of water.
- ୨. ଜ୍ୱରବିଶେଷ —୨. Hectic fever
- ୩. ଭାତର ପେଜ —୩. The skimmings of boiled rice.