Jump to content

ବିଲୋକ

ଉଇକିଅଭିଧାନ‌ରୁ

ବିଲୋକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ଲୋକ)

[ସମ୍ପାଦନା]
୧. ବାସ କରିବାର ଅଯୋଗ୍ୟ — ୧. Uninhabitable.
୨. ନିର୍ଜନ —୨. Lonely.
୩. (ବି+ଲୋକ ଧାତୁ+କର୍ମ. ଅ) ଗୁପ୍ତ —୩. Private.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଲୋକନ; ଦର୍ଶନ —Seeing.

(ଉ— ବିଲୋକ କରି ଅଳକ ଫରି ଏଥିକି ସମ ନୋହି ଭଞ୍ଜ. ବୈଦେହୀଶବିଳାସ)

ଦେଶଜ - ବିଶେଷଣ -

[ସମ୍ପାଦନା]

ପ୍ରକାଶିତ; ଦୁଷ୍ଟ — Seen; manifested.

(ଉ—ବିଲୋକ ହେଲା ହେଲା ହାସ ତାର ଭଞ୍ଜ. ବୈଗଦେହୀଶ ବିଳାସ)