Jump to content

ବିଲୋକନ

ଉଇକିଅଭିଧାନ‌ରୁ

ବିଲୋକନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (ବି+ଲୋକ୍ ଧାତୁ=ଦେଖିବା+ଭାବ. ଅନ) ===

ଅବଲୋକନ; ଦର୍ଶନ —୧. Seeing; viewing.

୨. (ବି+ଲୋକ୍ ଧାତୁ+କରଣ. ଅନ)— ନେତ୍ର ନୟନ; ଚକ୍ଷୁ —୨. Eye.