Jump to content

ବିଲୋକିତ

ଉଇକିଅଭିଧାନ‌ରୁ

ବିଲୋକିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ଲୋକ୍ ଧାତୁ=ଦେଖିବା+କର୍ମ. ତ)

[ସମ୍ପାଦନା]

ଅବଲୋକିତ; ଦୃଷ୍ଟ —Seen.

ସଂସ୍କୃତ - ବି—(ବି+ଲୋକ୍ ଧାତୁ+ଭାବ. ତ)

[ସମ୍ପାଦନା]

ଦୃଷ୍ଟି; ଦର୍ଶନ —Seeing; viewing.