ବିଲୋଚନ
ଦେଖଣା
ବିଲୋଚନ
ଉଚ୍ଚାରଣ
[ସମ୍ପାଦନା](ବିଲୋଚନା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. (ବି+ଲୋଚ୍ ଧାତୁ=ଦେଖିବା+କରଣ. ଅନ) ===
ଚକ୍ଷୁ; ନେତ୍ର —୧. The eye.
- ୨. (ବି+ଲୋଚ୍ ଧାତୁ+ଭାବ. ଅନ)—ଦର୍ଶନ — Seeing.
=== ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଲୋଚନ; ବହୁବ୍ରୀହି) —
- ୧. କୁତ୍ସିତ ଚକ୍ଷୁବିଶିଷ୍ଟ —୧. Having ugly eyes.
- ୨. ଚକ୍ଷୁବିରହିତ —୨. Deprived of the eyes.