Jump to content

ବିଲୋଡ଼ନ

ଉଇକିଅଭିଧାନ‌ରୁ

ବିଲୋଡ଼ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଲୁଡ଼୍ ଧାତୁ=ମନ୍ଥିବା+ଭାବ. ଅନ)

[ସମ୍ପାଦନା]
୧. ମନ୍ଥନ, ଆଲୋଡ଼ନ, ଘୋଟିବା, ଗୋଳାଇବା, ମୋହିଁବା; ବଦଳି —୧. Bruising; thoroughly agitating; pounding; churning; crushing.