ବିଲୋପ
ଦେଖଣା
ବିଲୋପ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିତ (ବି+ଲୋପି ଧାତୁ=ଲୋପ କରିବା+ଭାବ. ଅ)
[ସମ୍ପାଦନା]- ୧. ଲୋପ —୧. Obliteration.
- ୨. ଧ୍ୱଂସ; ବିନାଶ; ଉଚ୍ଛେଦ —୨. Ruin; destruction; overthrown.
- ୩. ତିରେଭାବ —୩. Disappearance.
- ୪. ମୃତ୍ୟୁ — ୪. Death.
ଦେଶଜ - ବିଶେଷଣ -
[ସମ୍ପାଦନା]ଲିକାୟିତ —Concealed; hidden.
(ଉ—ବିଲୋପ ନୋହିବୁ ରସବତୀ ପୁରତମେ— ଭଞ୍ଜ. ବୈଦେହୀଶବିଳାସ)