Jump to content

ବିଲୋପ ସାଧନ

ଉଇକିଅଭିଧାନ‌ରୁ

ବିଲୋପ ସାଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବିଲୋପ+ସାଧନ)

[ସମ୍ପାଦନା]

ବିନାଶ— ସାଧନ; ଉଚ୍ଛେଦ ସାଧନ —Bringing about of ruin or overthrow.