Jump to content

ବିଲୋଭନ

ଉଇକିଅଭିଧାନ‌ରୁ

ବିଲୋଭନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଲୁଭ୍ ଧାତୁ (ଣିଚ୍), ଲୋଭି ଧାତୁ=ଲୋଭା— କାଙ୍କ୍ଷୀ ହେବା+ଭାବ. ଅନ)

[ସମ୍ପାଦନା]
୧. ଲୋଭ ଦେଖାଇବା —୧. Tempting.
୨. ପ୍ରଲୋଭନ ଦେଖାଇବା —୨. Alluring.
୩. ମନ ଭୁଲାଇବା — ୩. Charming; fascinating; enchanting.
୪. (ବି+ଲୋଭି ଧାତୁ+କରଣ. ଅନ)— ଲୋଭନୀୟ ବସ୍ତୁ —୪. A tempting thing.