Jump to content

ବିଲୋମଜ

ଉଇକିଅଭିଧାନ‌ରୁ

ବିଲୋମଜ

ଉଚ୍ଚାରଣ

[ସମ୍ପାଦନା]

ବିଲୋମଜାତ, ବିଲୋମପ୍ରସୂତଅନ୍ୟରୂପ

ବିଲୋମଜା, ବିଲୋମ—ଜାତା, ବିଲୋମପ୍ରସୂତାସ୍ତ୍ରୀ

ସଂସ୍କୃତ - ବିଣପୁଲିଙ୍ଗ - (ବିଲୋମ=ବ୍ୟୁତ୍କ୍ରମ+ଜନ୍ ଧାତୁ=ଜାତ ହେବା+କର୍ତ୍ତୃ. ଅ)

[ସମ୍ପାଦନା]

ଜାତୀୟ ନିୟମର ବ୍ୟତିକ୍ରମରେ ଜନ୍ମ ହୋଇଥିବା (ସନ୍ତାନ), ଉଚ୍ଚ— ଜାତୀୟ ମାତା ଓ ନୀଚଜାତୀୟ ପିତାଙ୍କ— ଠାରୁ ଉତ୍ପନ୍ନ (ସନ୍ତାନ) —Born of a mother of superior caste by a father's of inferior caste.

[ଦ୍ରଷ୍ଟବ୍ୟ —ବ୍ରାହ୍ମଣୀ ଗର୍ଭରେ କ୍ଷତ୍ରିୟ ଔରଷରୁ କ୍ଷତ୍ରିୟା ଗର୍ଭରେ ବୈଶ୍ୟ— ଔରସରୁ ଓ ବୈଶ୍ୟା ଗର୍ଭରୁ ଶୁଦ୍ର ଔରସରୁ ଜାତ ସନ୍ତାନକୁ ବିଲୋମଜ ବୋଲାଯାଏ]