ବିଲୋମଲୋମ
ଦେଖଣା
ବିଲୋମଲୋମ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଲୋମଲୋମ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଓଲଟାପାଲଟା —୧. Topsy-turvy
(ଉ—ବିଲୋମ ଲୋମ ବର୍ଣ୍ଣସ୍ତୋମ ଏ କାମଦରକୁ କରତା ତାରକ—ଭଞ୍ଜ. ବୈଦେହୀଶବିଳାସ)
- ୨. ଛନ୍ଦୋ— ବିଶେଷ; ଲୋମବିଲୋମ (ଦେଖ) - —୨. Lomabiloma (See)
- ୩. ଘୋଷରାଘୋଷରି —୩. Mutual dragging.
(ଉ—ବିଲୋମଲୋମ ଗତାଗତ ବଶେ, ବିରାଧ ବଧ ଖ୍ୟାତି କ୍ରୋଶେ—ଭଞ୍ଜ. ବୈଦେହୀଶବିଳାସ)