Jump to content

ବିଲୋମ ବିବାହ

ଉଇକିଅଭିଧାନ‌ରୁ

ବିଲୋମ ବିବାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଲୋମ+ବିବାହ)

[ସମ୍ପାଦନା]

ଉଚ୍ଚବର୍ଣ୍ଣା ସ୍ତ୍ରୀ ସଙ୍ଗେ ନୀଚବର୍ଣ୍ଣ ପୁରୁଷର ବିବାହ —Marriage between a woman of a higher caste and a man of lower caste.