Jump to content

ବିଲୋରି

ଉଇକିଅଭିଧାନ‌ରୁ

ବିଲୋରି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା ବଲ୍ଲୁର; ବିଲ୍ଲୌରି=ସ୍ଫଟିକ; ତୁଳ,ସଂସ୍କୃତ - ବୈଦୁର୍ଯ୍ୟ)

[ସମ୍ପାଦନା]
୧. କାଚ —୧. Glass.
୨. ସ୍ୱଚ୍ଛ ଧଳା ପଥର; ସ୍ଫଟିକ —୨. Quartz.
୩. ବହୁ କୋଣ— ବିଶିଷ୍ଟ କାଚ —୩. Prism glass; cut glass.

ବୈଦେଶିକ - ବିଶେଷଣ -

[ସମ୍ପାଦନା]
୧. କାଚରେ ନିର୍ମିତ — ୧. Made of glass.
୨. ସ୍ଫଟିକମୟ —୨. Made of quartz.