Jump to content

ବିଲୋଳ

ଉଇକିଅଭିଧାନ‌ରୁ

ବିଲୋଳ

ଉଚ୍ଚାରଣ

[ସମ୍ପାଦନା]
(ବିଲୋଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଲୁଳ୍ ଧାତୁ=ଚଞ୍ଚଳ ହେବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଚଞ୍ଚଳ; ଚପଳ —୧. Quick; fickle; rest-less.
୨. କମ୍ପମାନ —୨. Quivering; shivering.