Jump to content

ବିଲ୍

ଉଇକିଅଭିଧାନ‌ରୁ

ବିଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବି(ଇଂରାଜୀ - ବିଲ୍)

[ସମ୍ପାଦନା]
୧. ପ୍ରାପ୍ୟ ଟଙ୍କାର ଦାବୀ—ତାଲିକା; ପ୍ରାପ୍ୟ ଚଙ୍କା ପାଇବା ନିମନ୍ତେ ଯେଉଁ ପତ୍ର ଦାବୀଦାର୍ ଦାଖଲ କରେ —୧. A bill drawn up for payment of one's dues.
୨. ବ୍ୟବସ୍ଥାପକ ସଭାରେ ପ୍ରସ୍ତାବ କରାଯିବା ଆଇନ୍ର ପାଣ୍ଡୁଲିପି —୨. A bill put up before a legislative council forr being passed into law.



ବିଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଲ୍ଲ; ତା, ବିଲୈ)

[ସମ୍ପାଦନା]

ଶସ୍ୟ କ୍ଷେତ୍ର —A field for raising any crop.

(ଉ—ଦକ୍ଷିଣାୟନ ହୋଇ ମହୀକି ଆସିଲେ, ବିଲ କିଆରିଙ୍କ ସଙ୍ଗତରେ ମିଶିଲେ କୃଷ୍ଣସିଂହ. ମହାଭାରତ. ବନ)

[ଦ୍ରଷ୍ଟବ୍ୟ —ବଙ୍ଗଳା ଭାଷାରେ ବିସ୍ତୃତ ଜଳାଭୂମିକକୁ ମଧ୍ୟ ବିଲ ବୋଲା— ଯାଏ; ହିନ୍ଦୀରେ ନିମ୍ନ ଓ ଜଳମୟ ଭୂମିକକୁ ବିଲ ବୋଲା ଯାଏ]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ଶସ୍ୟାଦିର ମାପ ବିଶେଷ — A particular measure of corn.

[ଦ୍ରଷ୍ଟବ୍ୟ —ଏ ବିଲ=୪ ଭରଣ ୧୫: ନଉତି])