Jump to content

ବିଲ୍‌କୁଲ୍

ଉଇକିଅଭିଧାନ‌ରୁ
(ବିଲ୍କୁଲ୍ରୁ ଲେଉଟି ଆସିଛି)

ବିଲ୍‌କୁଲ୍‌

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବିଲି(ଲୁ)କୁଲ୍(ଲୁ)—ଅନ୍ୟରୂପ]

ବୈଦେଶିକ - କ୍ରି. ବିଣଓ ବିଣର ବିଣ—(ଫାରାସୀ - ବିଲ୍=ଏମନ୍ତିକି; କୂଲ୍=ସମୂଦାୟ)

[ସମ୍ପାଦନା]

ସମ୍ପର୍ଣ୍ଣରୂପେ; ବିବାକ୍; ସମସ୍ତ —Wholly; all; entirely.

[ଉ—ଛୋଟା ମିଆଁ ପନ୍ଦର ବର୍ଷ ମଧ୍ୟରେ ପାରସ୍ୟ ଭାଷାର ବିଲ୍କୁଲ ବର୍ଣ୍ଣମାଳା ଓ ବନାନ ଶିଖି ପକାଇ— ଥିଲେ ଫକୀରମୋହନ ଛମାଣ ଆଠଗୁଣ୍ଠ]

ବୈଦେଶିକ - ବିଶେଷଣ -

[ସମ୍ପାଦନା]

ସମୁଦାୟ —Whole; all of.

[ଯଥା—ତା ବିଲକୁଲ୍ ଦିହ ଘାଆ ହୋଇଛି]

ପ୍ରାଦେଶିକ -

[ସମ୍ପାଦନା]

(ସମ୍ୱଲପୁର) ଅ. ନିଶ୍ଚୟ —Certainly; surely.

[ଯଥା—ଆଜି ବିଲକୁଲ୍ ମେଘ ବର୍ଷିବ]