ବିଲ୍ଟି
ଦେଖଣା
ବିଲ୍ଟି
ଉଚ୍ଚାରଣ
[ସମ୍ପାଦନା](ବିଲ୍ଟି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବିଲ୍ଲେଟ୍; ବିଲ୍ ଅଫ୍ ଲେଡ଼ିଙ୍ଗ୍)
[ସମ୍ପାଦନା]ଜାହାଜରେ ଓ ରେଳଗାଡ଼ିରେ ମାଲ ଲଦାଇ ପଠାଇବା ବ୍ୟକ୍ତିକୁ ମିଳିବା ନିଦର୍ଶନ ପତ୍ର; ମାଲ ଚାଲାଣି ଫର୍ଦ୍ଦ —A bill of lading; a ralway-receipt.
[ଦ୍ରଷ୍ଟବ୍ୟ —ଏହି ବିଲ୍ଟିକୁ ପ୍ରେରକ ଗ୍ରାହକଙ୍କ ନିକଟକୁ ପଠାନ୍ତି ଗ୍ରାହକ ଠିକଣାମୁଣ୍ଡରେ କମ୍ପାନିକୁ ଏହି ବିଲ୍ଟି ଦେଖାଇ ପ୍ରେରିତ ମାଲ ଗ୍ରହଣ କରନ୍ତି]