ବିଲ୍ଟି କରିବା
ଦେଖଣା
ବିଲ୍ଟି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଲ୍ଟି କରିବା
|
ବିଲଟି କାଟିବା, ବିଲ୍ଟି କରିବା. ବିଲ୍ଟି କାଟିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଜାହାଜର ବା ରେଳର ଭାରପ୍ରାପ୍ତ କର୍ମଚାରୀ) ପ୍ରେରକଠାରୁ ପ୍ରେରିତ ଦ୍ରବ୍ୟ ଗ୍ରହଣ କରି ତାକୁ ପ୍ରାପ୍ତିସ୍ୱୀକାର ପତ୍ର ଦେବା —୧. To grant a bill of lading or railway receipt for goods entrusted to a steamer or railway for carriage.
- ୨. (ପ୍ରେରିତ ଦ୍ରବ୍ୟର ପ୍ରେରକ) ପ୍ରେରିତ ଦ୍ରବ୍ୟୁ ଜାହାଜରେ ବା ରେଳରେ ବୋଝାଌ କରାଇବା ପରେ ଅଧ୍ୟକ୍ଷଙ୍କଠାରୁ ରସିଦ ନେବା —୨. To get a bill of lading or receipt for goods consigned to a carrier of goods.