Jump to content

ବିଲ୍ୱ

ଉଇକିଅଭିଧାନ‌ରୁ

ବିଲ୍ୱ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଲ୍ ଧାତୁ=ଭେଦ କରିବା+ସଂଜ୍ଞାର୍ଥେ. ବ)

[ସମ୍ପାଦନା]
୧. ଶ୍ରୀଫଳ; ବେଲ (ଗଛ ଓ ଫଳ) —୧. The Beal fruit; Aegle Marmelos (tree and fruit)
୨. ଏକ ପଳ ପରିମାଣ —୨. The measure of one paḻa; ୧/୨୦ of a seer.