ବିଲ୍ୱ ପେଶିକା
(ବିଲ୍ୱ ଶଲାଟୁ —ଅନ୍ୟରୂପ)
ଯେଉଁ କଞ୍ଚା ବେଲ ଖଣ୍ଡମାନ ଖରାରେ ଶୁଖାଇ ଦିଆଯାଇ ଥାଏ; ବେଲ ଶୁଣ୍ଠା — Raw Bael fruit cut into slices and dried.