ବିଲ୍ କିରାନି
ଦେଖଣା
ବିଲ୍ କିରାନି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିଲ୍ କିରାନି
|
(ବିଲ୍ କ୍ଳିର୍କ; ବିଲ୍ କ୍ଳାର୍କ—ଅନ୍ୟରୂପ)
ବୈଦେଶିକ - ବି—(ଇଂ ବିଲ୍+ ଫାରାସୀ - କିରାନି)
[ସମ୍ପାଦନା]ଯେଉଁ କ୍ଳର୍କ କୌଣସି ଇଲାକାର ବିଲ୍ମାନ ତିଆରି କରେ — Bill clerk.