ବିଲ୍ ନାମଞ୍ଜୁ(ରି)
ଦେଖଣା
ବିଲ୍ ନାମଞ୍ଜୁ(ରି)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିଲ୍ ନାମଞ୍ଜୁ(ରି)
|
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]- ୧. ବିଲ୍ରେ ଦାବୀ କରାଯାଇଥିବା ଟଙ୍କାକୁ ଆଗ୍ରହ୍ୟ କରିବା —୧. rejection of a bill for payment.
- ୨. ବ୍ୟବସ୍ଥାପ ସଭାରେ ଉପସ୍ଥାପିତ ଆଇନର ପାଣ୍ଡ ଲିପି ଆଇନ୍ରୂପେ ଗୃହୀତ ନ ହେବା — ୨. Rejection of a legislative bill by the Council.