ବିଲ୍ ପାସ୍
ଦେଖଣା
ବିଲ୍ ପାସ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା][ବିଲ୍ ମଞ୍ଜୁର(ରି)—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବିଲ୍+ପାସ୍)
[ସମ୍ପାଦନା]- ୧. ବିଲ୍ରେ ଯେଉଁ ଟଙ୍କା ଦାବୀ କରାଯାଇଥାଏ, ତାହା ଦାବୀଦାରୁକୁ ଦିଆଯିବା ନିମନ୍ତେ ମଞ୍ଜୁର —୧. Passing or sanctioning of a bill for payment.
- ୨. ବ୍ୟବସ୍ଥାପକ ସଭାରେ ପ୍ରସ୍ତାବିତ ଆଇନ୍ର ପାଣ୍ଡୁଲିପି ଆଇନ୍ରୂପେ ଗୃହୀତ ହେବା — ୨. The passage of a legislative bill into law.