Jump to content

ବିଲ୍ ଭଙ୍ଗେଇ

ଉଇକିଅଭିଧାନ‌ରୁ

ବିଲ୍ ଭଙ୍ଗେଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ଇଂରାଜୀ - ବିଲ୍+ସଂସ୍କୃତ - ଭଞ୍ଜ୍ ଧାତୁ)

[ସମ୍ପାଦନା]
୧. ପାଶ୍ ହୋଇଥିବା ବିଲ୍ ଦାଖଲ ପୂର୍ବକ ଟଙ୍କା ଦେବାବାଲାଙ୍କଠାରୁ ଉକ୍ତ ବିଲ୍ ବାବତ୍ ଟଙ୍କା ଆଣିବା —୧. Encashment of a bill passed for payment,
୨. ବିଲ୍ ବାବତ୍ ଟଙ୍କା ପାଇବା— ପାଇଁ ଗ୍ରାହକଙ୍କୁ ଯେଉଁ କମିସନ୍ ଦେବାକୁ ପଡ଼େ —୨. Commission charged by the payer of a bill for cashing a bill.