ବିଲ ନା(ଛ)
ଦେଖଣା
ବିଲ ନା(ଛ)
ଉଚ୍ଚାରଣ
[ସମ୍ପାଦନା](ବିଲିନାଶ—ଗ୍ରାମ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛିକ୍କଣୀ)
[ସମ୍ପାଦନା]ସୋମରାଜ୍ୟଦି ବର୍ଗର ବର୍ଷାୟୁ ଲୋମଶ କ୍ଷୁଦ୍ର ଶାକବିଶେଷ — Centipeda Orbicularis.
[ଦ୍ରଷ୍ଟବ୍ୟ —ଏହା ଶୀତ— କାଳରେ ଧାନବିଲରେ ଉଠେ ପତ୍ର ଦନ୍ତୁର ଫୁଲ ହଳଦିଆ ରେଣୁବିଶିଷ୍ଟ ଓ ଗୋଳକ ଏହାର ଫୁଲକୁ ମଳି କରି ଶୁଙ୍ଘିଲେ ଖୁବ୍ ଛିଙ୍କ ହୁଏ]