ବିଳ
ଦେଖଣା
ବିଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଳ୍ ଧାତୁ=ଭେଦ କରିବା+ କର୍ମ. ଅ)
[ସମ୍ପାଦନା]- ୧. ଗର୍ତ୍ତ; ଗାତ; ବିବର —୧. A hole.
(ଉ—ଧରଣୀରେ ବିଳ ହୋଇଣ ଥିଲା ଭଲେ, ତହିଁ ମଧ୍ୟେ ତକ୍ଷକ ଯାଇଣ ପଶିଲେ କୃଷ୍ଣସିଂହ ମହାଭାରତ ଆଦି)
- ୨. ଗୁହା; ଗହର —୨. Cave; cavern.
- ୩. ଉଚ୍ଚୈଃ—ଶ୍ରବା ଅଶ୍ୱ —୩. The horse of Indra.
- ୪. ବେତ ଲତା —୪. The ratan creeper.
- ୫. ନଦୀର ଗତି ପରିବର୍ତ୍ତନ ଯୋଗୁଁ ଉତ୍ପନ୍ନ ଜଳାଶୟ —୫. A deep pool formed as a result of change in the course of a river.