Jump to content

ବିଳପନ

ଉଇକିଅଭିଧାନ‌ରୁ

ବିଳପନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଳପ୍ ଧାତୁ=କହିବା; ଶୋକ କରିବା+ ଭାବ. ଅନ)

[ସମ୍ପାଦନା]
୧. ବିଳାପ; ପରିତାପ; ଶୋକବାକ୍ୟ — ୧. Lamentation; wail.
୨. ମଇଳା; ମଳ —୨. Filth.