Jump to content

ବିଳପିତ

ଉଇକିଅଭିଧାନ‌ରୁ

ବିଳପିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି=ଲପ୍ ଧାତ=ଶୋକ କରିବା+କର୍ତ୍ତୃ. ତ)

[ସମ୍ପାଦନା]
୧. କାନ୍ଦୁଥିବା —୧. Lamenting .
୨. (+କର୍ମ. ତ) ଯାହା ନିମନ୍ତେ ବିଳାପ କରାଯାଉଥାଏ —୨. Lamented.

ସଂସ୍କୃତ - ବିଶେଷ୍ୟ - (ବି+ଳପ୍ ଧାତୁ+ଭାବ. ତି

[ସମ୍ପାଦନା]

ବିଳପନ; ବିଳାପକରଣ —Lamentation.