Jump to content

ବିଳପିବା

ଉଇକିଅଭିଧାନ‌ରୁ

ବିଳପିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ବି+ଳପ୍ ଧାତୁ)

[ସମ୍ପାଦନା]

ବିଳାପ କରିବା; ବାହୁନିବା; ଉଚ୍ଚୈଃସ୍ୱରରେ ଶୋକ କରିବା —To bewail; to lament.

[ଉ—ଜଳପୁଛୁ ବିଳପୁଛୁ ଏବେ ଉରେ କର ତାଡ଼ିରେ— କବିସୂର୍ଯ୍ୟ. ସଙ୍ଗୀତ]