ବିଳମ୍ୱିତ
ବିଳମ୍ୱଯୁକ୍ତ —Delayed.
[ଦ୍ରଷ୍ଟବ୍ୟ —ଆଜ ପୁଷ୍ୟାନକ୍ଷତ୍ର ବିଜୟ ମୁହୂର୍ତ୍ତ, ହୋଇଛି ଜାଣ ହେ ନ କରି ବିଳମ୍ୱିତ—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ]