Jump to content

ବିଳମ୍ୱୀ

ଉଇକିଅଭିଧାନ‌ରୁ

ବିଳମ୍ୱୀ

ଉଚ୍ଚାରଣ

[ସମ୍ପାଦନା]
(ବିଳମ୍ୱନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବିଳମ୍ୱନ୍; ବିଳମ୍ୱ+ଅସ୍ତ୍ୟର୍ଥେ. ଇନ୍)

[ସମ୍ପାଦନା]
୧. ବିଳମ୍ୱକାରୀ —୧. Delaying; dilatory.
୨. ଅଶୀଘ୍ର; ଅଳସୁଆ —୨. Idle; slow.