Jump to content

ବିଳଶୟ

ଉଇକିଅଭିଧାନ‌ରୁ

ବିଳଶୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବିଲ=ଗର୍ତ୍ତ+ଶୀ ଧଆତୁ=ଶୋଇବା+କର୍ତ୍ତୃ. ଅ; ବିଳ ବା ଗର୍ତ୍ତରେ ଯେ ଶୟନ କରେ)

[ସମ୍ପାଦନା]
୧. ସର୍ପ; ଭୁଜଙ୍ଗ —୧. Serpent; snake.
୨. ଗାତ କରି ରହିବା ଜନ୍ତୁ —୨. dReptile; an animal which lives in dens or holes.